STORYMIRROR

Pramod Kumar Jena

Comedy

2  

Pramod Kumar Jena

Comedy

ଶସ୍ତା କବିତା - 18

ଶସ୍ତା କବିତା - 18

1 min
13.7K


ପୁଅ ଝିଅ ଯଦି                 ସବୁଠି ସମାନ

ମୋତେ କିଏ ଟିକେ ବୁଝାଅ ଆଗ

ଢୋଓ ଢାଆ ଯେବେ         ବାପା ପିଟୁଥିଲେ

ମାଗିଲେନି କିଆଁ ସମାନ ଭାଗ

ପ୍ରମୋଦ କୁମାର ଜେନା (c)


Rate this content
Log in

Similar oriya poem from Comedy