STORYMIRROR

Pramod Kumar Jena

Comedy

2  

Pramod Kumar Jena

Comedy

ଶସ୍ତା କବିତା - 10

ଶସ୍ତା କବିତା - 10

1 min
13.6K


ଝିଅ ଦେଖିବାକୁ       ଗଲି ଯେଉଁ ଦିନ

ଘେରି ଗଲେ ମାଆ ମାଉସୀ

ଦରମା ସାଙ୍ଗରେ     ଉପୁରିଟା କେତେ

ପଚାରିଲେ ପିଠି ଆଉଁସି

ପ୍ରମୋଦ କୁମାର ଜେନା ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy