STORYMIRROR

Suvendra kumar Mohapatra

Tragedy

3  

Suvendra kumar Mohapatra

Tragedy

ଶ୍ରମିକ

ଶ୍ରମିକ

1 min
184


ଶିଳ୍ପର ବିକାଶ     ଦେଶର ସମୃଦ୍ଧି

    ପଥେ ମୁହିଁ କର୍ଣ୍ଣଧାର

ସର୍ବହରା ବୋଲି  ମନେ ନାହିଁ ଖେଦ

    ଦେଶ ପାଇଁ କର୍ମବୀର!!


ମୋ ଦେଶ ଉନ୍ନତି ମୋ ଦେଶ ପ୍ରଗତି

    ସବୁଠି ମୋ ହାତ ଥାଏ

ଖରା ବର୍ଷା ଶୀତ  ମୋ ପାଇଁ ସମାନ

    ଖାତିର ତିଳେ ନଥାଏ !!


ଆଜିର ଦିନଟି      ଶ୍ରମିକ ଦିବସ

    ମନେ ଗର୍ବ  ବହିଥାଏ 

ଲହୁ ଲୁହ ଢ଼ାଳି   ଝାଳ ତୁଣ୍ଡେ ମାରି

    ଦେଶକୁ ଆଗେଇ ନିଏ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy