STORYMIRROR

Goutam Mohanty

Abstract

2  

Goutam Mohanty

Abstract

ଶ୍ରୀରାଧା--

ଶ୍ରୀରାଧା--

1 min
192

ସଦା ବିଭୋର ତୋ ପ୍ରାଣ

କେବେ ଅଷ୍ଟପାଟବଂଶୀ

ପୁଣି କେବେ ଗୋପୀକା

କେବେପୁଣି ତୋ ହୃଦୟେ

ସମଗ୍ର ଜଗତର ଚିନ୍ତା

ଓହୋ ତୁ ପରା ଉଦ୍ଦିଷ୍ଟ

କେବଳ ହେବାକୁ ବିଧାତା

ତୋହୃଦ କେବେକି ପରତେ

ଏ ପ୍ରାଣ ବ୍ୟାକୁଳିତ ସଦା

କେବଳ ତୋରି ପ୍ରେମରେ

ସ୍ୱସତ୍ତା କୁ ବିସ୍ମୃତ ହୋଇ

ବୋଲାନ୍ତା ତୋ ଏକାଙ୍ଗ ପ୍ରେମିକା          


Rate this content
Log in

Similar oriya poem from Abstract