STORYMIRROR

Sunanda Mohanty

Action Classics Thriller

3  

Sunanda Mohanty

Action Classics Thriller

ଶ୍ରୀରାଧା  ,,,,,,,,,,,,,,,

ଶ୍ରୀରାଧା  ,,,,,,,,,,,,,,,

1 min
3

 

ଲେଖକ ସାମୂଖ୍ୟ ଭିତରେ ଶ୍ରୀରାଧା ଲେଖକ 
ରମାକାନ୍ତଙ୍କ ଆଭିମୁଖ୍ୟ 
ବୁଝିବା ପଡ଼େନା ଫରକ ଯିଏ ପଢିଛି 
ଶ୍ରୀରାଧା କାବ୍ୟର ହୋଇ ପାଠକ 
ସେ ନିଜେ କହିଥିଲେ କେମିତି ଲେଖିଲେ 
କେଜାଣି ଏହି ଆଲେଖ୍ୟ 
ନିଜେ ନିଜେ ପଦ ପଦ୍ୟାବଳୀ ଅଦ୍ୟ 
ହେଇଗଲା ଯେବେ ଯୁଗାବ୍ଦ 
ନିସ୍ତରିଲି ନିସ୍ତରିଲି ରାଧେ ରାଧେ 
ସମ୍ପର୍କର ଆଭିମୁଖ୍ୟ 
ଯିଏ ପଢିଥିବେ ନିଶ୍ଚୟ ଜାଣିଥିବେ 
ସମୟ ସାରଣୀ ତତ୍ତ୍ୱଭିତ୍ତିକ 
ମନର କମ୍ପନ ଶରୀର ସମ୍ବେଦନ 
ପାଖେ ପାଖେ ଥାଇ ରାଧାଙ୍କ ନାୟକ 
ଧରିନଥିଲେ ହସ୍ତ ଚାଲିଥାନ୍ତାକି ପୋଥିପତ୍ର 
ଲଲାଟେ ଲେଖି କୃତି ଫଳକ 
ଜୟଦେବଙ୍କ ପରି ଥିଲା ବୋଧେ ଶିରୀ 
ରମାକାନ୍ତ ଯୁଗପୋଯୋଗୀ ଲେଖକ
କେହି ରହିନାହିଁ ରହିବେ ବି ନାହିଁ ଏ ଭବେ 
କାଳଜୟୀ କାରଣ କାରକ


Rate this content
Log in

Similar oriya poem from Action