STORYMIRROR

Gouttam kachim

Drama

2  

Gouttam kachim

Drama

ଶ୍ରବଣ କୁମାର

ଶ୍ରବଣ କୁମାର

1 min
49

ସୃଷ୍ଟିରେ ସନ୍ତାନ ମାନଙ୍କ ମଧ୍ୟରେ,

ଉଦାହରଣ,

ସୁଯୋଗ୍ୟ ସନ୍ତାନ,

ଅନ୍ଧ ପିତା ମାତାଙ୍କ ସେବକ,

ଯିଏ ନିଜ ଜୀବନ କୁ ଜଳାଞ୍ଜଳି,

ଦେଇ ନିଜ ଅନ୍ଧ ପିତାଙ୍କ,

ନିତ୍ୟ କର୍ମ, ଖାଇବା, ପିଇବା,

ଇତ୍ୟାଦି ସେବା କରି,

ସୃଷ୍ଟି କରିଛନ୍ତି ଉଦାହରଣ,

ସେ ଅଟନ୍ତି ଶ୍ରବଣ କୁମାର।

କେବଳ ସେତିକି ନୁହଁ,

ନିଜ ଅନ୍ଧ ପିତା ମାତାଙ୍କୁ,

ବାହୁଙ୍ଗି ରେ କାନ୍ଧରେ ବୋହି,

ତୀର୍ଥ ଭ୍ରମଣ କରିବାର,

ଇଛା ପୂରଣ କାରୀ ସନ୍ତାନ,

ସେ ଅଟନ୍ତି ଶ୍ରବଣ କୁମାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama