ଶ୍ରାବଣର ଦ୍ବିତୀୟ ସୋମବାର
ଶ୍ରାବଣର ଦ୍ବିତୀୟ ସୋମବାର
ଶ୍ରାବଣ ମାସର ଆଜି ଦ୍ବିତୀୟ ସୋମବାର
ମୁଁ ଯେ ଦଶନ ପାଇଗଲି ଆଜିତୁମର ।
ଆହେ ଭୋଳାନାଥ, ଜଟାଧାରୀ, ଶିବ ଶଙ୍କର
କେଉଁ ନାମଧରି ଡାକିବି କୁହ ତୁମର ।
ମ୍ରୁତ୍ୟୁଞ୍ଜୟ ଅନ୍ୟନାମ ଅଟେ ପରା ତୁମର
ସେ ନାମେ ଡାକିଲେ ଧନ୍ଯହେବ ଜୀବନମୋର ।
ତୁମ ପାଖେ ଲଗାଇବିତ ଚନ୍ଦନ, କପୂॆର
ତୁମ ଶିଷେॆ ଲଗାଇବି ଦୁର୍ ଦୁରା , ମନ୍ଦାର ।
ତୁମ ଭୋଗ ମୁଁ ଲଗାଇବି କଦଳୀ, ଅଙ୍ଗୁର
ଶେଷେ ମାଗିବିତ ବାବା ମତେ କରୁଣାକର ।
