Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Tragedy Others

3  

Sanjya Tripathy

Tragedy Others

ଶ୍ରାବଣର ବାରିଧାରା

ଶ୍ରାବଣର ବାରିଧାରା

1 min
283



ପୂର୍ଣ ଯୌବନ ମୌସୁମୀର ଉଦ୍ଧାମ ନୃତ୍ୟରେ

ଅବା ଲଘୁଚାପ ଜନିତ ଅବପାତରେ

ଏବେ ଚାରିଆଡେ ବର୍ଷା,

ବୋଲବମ୍ ସେ ,

ସେ ଶ୍ରାବଣ ସୋମବାରେ ସେଲୁନ୍ ଯାନ୍ତି

ମାଂସ ଖାଆନ୍ତି ଓ ଅନ୍ୟାନ୍ୟ ....

ତାଙ୍କର ଏତାଦୃଶ ଆଚରଣ ପାଇଁ ଦାୟୀ କିଏ ?

ଏଇ ସମାଜ- ଏଇ ଶ୍ରାବଣ

ଶ୍ରାବଣର ପୃଷଳ ବାରିଧାରାରେ ତାଂକ ଘର ଭାସିଗଲା

ଆଖି ସାମନାରେ ଭାସିଗଲେ ଆସନ୍ନ ପ୍ରସବା ସ୍ତ୍ରୀ

ଘର ଦୁଆର,

ସ୍ଥାବର ସଂପତ୍ତି ତ ନିମିତ୍ତ ମାତ୍ର

ତାକୁ ଫେରାଇ ଆଣିବାକୁ ହେବ ମୁଖ୍ୟ ସ୍ରୋତକୁ

ହେ ମୌସୁମୀ !

ତୁମେ ଆଲିଂଗନ କରି ତାକୁ

ତୁମରି ଅକ୍ଟୋପସୀ ବାହୁ ବଂଧନରେ ହଜିଯାଇ

ତାଂକର ବିକୃତ ଶ୍ରାବଣାନୁଭୂତି, ଦୁର୍ବିପାକ ଓ ଅନ୍ୟାନ୍ୟ ।।


Rate this content
Log in

Similar oriya poem from Tragedy