STORYMIRROR

Salina Sahu

Classics

3  

Salina Sahu

Classics

ଶ୍ରାବଣୀ

ଶ୍ରାବଣୀ

1 min
190

ହେ ଶ୍ରାବଣୀ

ତୁମେ ଉଛୁଳା ନଈ ର ପାଣି ।


କଲା ବାଉଦରେ କୁଆଁରୀ ଛନ୍ଦେ

କାଗଜ ଡଙ୍ଗାର ମଲ୍ହାର ତୁମେ

କୁଳୁକୁଳୁ ନିର୍ଝରଣୀ।


ହେ ଶ୍ରାବଣୀ

ଗାଁ ବିଲ ବନେ କାଦୁଅ ରାସ୍ତା ରେ

ଅଧାଲେଖା ମୋ କବିତାରେ ତୁମେ

ସବୁଜିମା ଦିଅ ବୁଣି।


ହେ ଶ୍ରାବଣୀ

ତୁମେ ଯୌବନ ନଈ ଉଜାଣି


ହେ ଶ୍ରାବଣୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics