STORYMIRROR

Jitendriya Behera

Abstract Others Romance

3  

Jitendriya Behera

Abstract Others Romance

ଶ୍ରାବଣ

ଶ୍ରାବଣ

3 mins
13.3K


ସତରେ ସବୁ ଋତୁ ଶ୍ରାବଣ,

ସବୁଠି ମୁଁ , 

ମୋ ସହ ମୋ ଅଭିନୟର ଉଚ୍ଚାରଣ ।

କେତେ ସୁନ୍ଦର ଥିଲା ଅପରାହ୍ନ

ଆକାଶ ଓହ୍ଲାଇ ଆସୁଥିଲା ବତିଖୁଣ୍ଟ ଦେଇ

ହେଲିପ୍ୟାଡ ଆଡେ

ମୋ ସହ ଚା' ପିଇବାକୁ

ନା ଥିଲା ଦକ୍କା ନା ଦୁଃଖ

ବର୍ଷା ବାଟ ହୁଡି ଦେଖ

ପୋଛି ନେଉଛି ସବୁ ସୁଖ 

ମୋ ଆଖିକୁ ଲୁହେ ଭରିବାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract