STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ଶ୍ରାବଣ ସୋମବାର

ଶ୍ରାବଣ ସୋମବାର

1 min
186


ଆସିଛି ସଖି ଶ୍ରାବଣ ସୋମବାର

ଯିବା ଆମେ ଶିବ ମନ୍ଦିର ।

ପାଣି ଭାର ଧରି ଆମେ ଯିବା

ମହାଦେବଙ୍କୁ ଚଢାଇ ଦେବା ।

କରୁଣା ସାଗର ଭୋଳା ବାବା ମୋର

ମନ ଜାଣି ଯାଚି ଦେବେ ବର ।

ତୁଣ୍ଡ ରେ ଧରି ଯିବା ପଞ୍ଚାକ୍ଷର

ଅର୍ପଣ କରିବା ବେଲ ପତର ।

ପ୍ରଭୁ ଙ୍କୁ କରିବା ଗୁହାରି

ସବୁ ଦୁଃଖ ଯିବ ତ ସରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy