STORYMIRROR

Reeta aparajeeta Mohanty

Inspirational

4  

Reeta aparajeeta Mohanty

Inspirational

ସହର ଜଳୁଛି

ସହର ଜଳୁଛି

1 min
271


ସଭ୍ୟତାର ବିକାଶ ହେଇ ପ୍ରଥମେ ବନ ପାହାଡ଼ରେ ରହୁଥିଲେ

ମାନବ ସମାଜ ତାପରେ ଗାଁ ଗଣ୍ଡା ଧୀରେ ଧୀରେ

ସହର ସଭ୍ୟତା ଗଢି ଉଠିଥିଲା

କଳ କାରଖାନା ସବୁ କିଛି ଗଢି ଉଠିଥିଲା

ସମୟ ବଢିବା ସହର ଉନ୍ନତି, ହ୍ରାସ ପାଉଛି ଗଛଲତା

ଆମେ ନିଜେ ନିଜ ସ୍ୱାର୍ଥରେ ଅନ୍ଧ ହେଇ ଏସବୁ କରୁ।

ସମ୍ପର୍କର ମିଛ ଅନ୍ଧ ପୁଟୁଳି ବାନ୍ଧି ଲୁଚକାଳି ଖେଳୁଛି।ସେଥିପାଇଁ ସହର ଧୂଆଁ ଧୂଆଁପୁରା ସହର .....।

ପନିପରିବାଠୁ ମାଛ, ମାଂସ ଯାଏଁ ସବୁ ଦାମ ହୁତ ହୁତ ବଢିଚାଲେ

ଜଙ୍ଗଲର ନିଆଁ ଲାଗିବା ପରି ନିଜକୁ ସୁଧାରିନେବା

ତାହେଲେ ଏ ନିଆଁରେ ପୁରା ମାନବ ସମାଜ

ଧ୍ୱଂସ ହେବାରୁ ପାଇଯିବ ରକ୍ଷା।

ନିଜ ପରିବାର ଓ ପରିବେଶକୁ ସମୟ ଦେବା

ଘର ଓ ବାହାରେ ଗଛ ଲଗାଇବା

ସବୁଠାରେ ସ୍ନେହ, ପ୍ରେମର ମନ୍ତ୍ର ବିଞ୍ଚି ଦେବା

ତେବେ ଆମ ସହର ଆଉ ହୁତ ହୁତ ଜଳିବନି

ସଭିଏଁ ଶାନ୍ତି ନିଶ୍ଵାସ ନେବେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational