STORYMIRROR

Sunanda Mohanty

Inspirational Others Children

4  

Sunanda Mohanty

Inspirational Others Children

ଶପଥ

ଶପଥ

1 min
212

ଦୀପାବଳୀ ଦିନ ମନ ହରଷ 

ମୁନା ମୁନି ଫୁଟେଇବେ ବୋଲି ବାଣ 

ମନାକଲେ ଯେତେ ମାନିଲେନି ସିଏ 

ମାଆ ଯେତେ ପକେଇଲେ ରାଣ 

ପଡିଶା ଘର ସାଙ୍ଗ ମିଲୁ ହାତ ପୋଡି 

ହୋଇଗଲା ଯେବେ ଘାଆ 

ସ୍କୁଲ ଯାଇପାରିଲାନି ଖାଇପାରିଲାନି 

ଲୁହ ଗଡାଉ ଥିଲେ ତା ମାଆ 

ମୁନା ମୁନି ଦୁହେଁ ଶପଥ କରିଲେ 

ଆଲୋକ ଜାଳିବେ ଖାଲି 

ରାଗ ରୋଷ ଦୁହେଁ ଦୂର କରି ମନୁ 

ମିଲୁ ଉଦାହରଣ ନଯିବେ ଭୁଲି 

ମୁନା ମୁନି ଙ୍କର ପରିବର୍ତ୍ତନରେ 

ମାଆ ହୋଇଗଲେ ଖୁସି 

ସୁନା ପୁଅ ଝିଅ ଦିନେ ବଡ଼ମଣିଷ ହୋଇବ 

ଦୁହିଁଙ୍କ ମୁଣ୍ଡକୁ ଦେଲେ ଆଉଁସି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational