STORYMIRROR

Anupama Sahu

Abstract

3  

Anupama Sahu

Abstract

ଶପଥ କରିବା

ଶପଥ କରିବା

1 min
207

କରୋନାର କାୟା

କରୁଅଛି ବାୟା 

ଅକ୍ଟୋପସ୍ ସମ 

ବିିିସ୍ତାରୁଛି ଦିନୁ ଦିିନ,।


ଶପଥ କରି ଆମେ 

ସତର୍କ ହୋଇବା 

ନିିିୟମ ମାନିବା 

ଯେତେ ଅଛି କଟକଣା,।


ମୁୁଖେ ମାସ୍କ ପିନ୍ଧିବା 

ସାବୁୁୁନ ପାଣିରେ

ହାତକୁ ଧୋଇବା 

ସାମାଜିକ ଦୂରତା 

ବଜାୟ ରଖିବା 

ହେବା ନାହିଁ ବାଟବଣା,।


ଆମ ଜୀବନ

ବହୁ ମୂଲ୍ୟବାନ 

ରଖିବା ଅକ୍ଷୁର୍ଣ୍ଣ 

ସମାଜ କଲ୍ୟାଣ ପାଇଁ 

ସାହସ ଧରିବା 

ବିଶ୍ବାସ ରଖିବା 

ଉଦ୍ଧାର କରିିବେ

ମୋ ଚକାଡୋଳା ଗୋସାଇଁ। 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract