STORYMIRROR

Pramila Mohanty

Inspirational

2  

Pramila Mohanty

Inspirational

ଶିଷ୍ଟାଚାର

ଶିଷ୍ଟାଚାର

1 min
8


ପ୍ରବାଦ କହେ ଯେତେ ଥିଲେ

ଥାଉ ପଛେରୂପ ଅପାର ଭଦ୍ରାମି

ଶିଷ୍ଟାଚାର ନ ଜାଣି ଥିଲେ ସବୁ ଅସାର ଶିଷ୍ଟଚାର ଅଟେ ମନୁଷ୍ୟ ସ୍ବଭାବର ମନ ମନ୍ଦିରର ମୂଖଶାଳା ମୁକୁଳା ଦ୍ବାର

କଥା ବାତ୍ତା ଚାଲିଚଳଣୀ ନମସ୍କାର, ପ୍ରଣିପାତ ,ସ୍ମିତ ହାସ୍ୟ

ନମ୍ରତା ,ଭୟ,, ଭକ୍ତି ଆଚାର ବିଚାର ଅଟେ ପରିସୀମା ତାର

ଲଙ୍ଘି ଗଲେ ପରିସୀମା ହେବାକୁ

ହୁଏ କୁପଥଗାମିର ଶିକାର।


ଛିଡି ଯାଏ ସାମାଜିକ ଚଳଣିର

       ଶୃଙ୍ଖଳ ଦ୍ବାର

ପାଇବାକୁ ହୁଏ ତିରସ୍କାର

ଅଲୋଡା ହୋଇରହେ ସମାଜରେ ସଭିଏଁ କରନ୍ତି

      ଛି ଛି କାର।


ଲୋକେ କହି ଉଠନ୍ତି ଥାଟଘର

ଥାଟ ଭାଟ ଘର ଭାଟ

କୁହାଯାଇ ପାରେ ସତ୍ ଗୁଣ 

   ସତ୍ ପଥ ଆଦରି ନେବା

     ଶ୍ରେୟସ୍କର

ଏହାହିଁ ଶିଷ୍ଟାଚାରର ମୂଲ୍ୟବୋଧ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational