STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ଶିଶୁ ଟିର ଅଭିଳାଷ

ଶିଶୁ ଟିର ଅଭିଳାଷ

1 min
348

ଏଇ ପୁଣ୍ୟ ଭାରତ ମାଟିରେ ଜନମ ମୋର

ଯେଉଁଠି ଜନମି ଥିଲେ ବାଜିରାଉତ ପରି ବୀର

ଗାନ୍ଧୀ, ନେତାଜୀଙ୍କ ବୀରତ୍ବର ଗାଥା

ଏ ମାଟି ପବନରେ ବହେ

ସତ୍ୟ ପଥରେ ସଦା ମୁଁ ଚlଲିବି ।


ଗୁରୁଜନଙ୍କ କଥା ମାନି ଚଳିବି

ମୁଁ ବି ଭଲ ପାଠ ପଢିବି

କାଳିଆ ଘୋଡ଼ା ଚଢିବି

ଦେଶ ଉନ୍ନତି ଦିଗରେ ସହାୟକ ହେବି

ସବୁ ଶିଶୁଙ୍କୁ ବଡ଼ମାନଙ୍କ ଆଶୀର୍ବାଦ ମିଳୁ

ଏତିକି କାମନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational