Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Manaswini Dash

Inspirational


3  

Manaswini Dash

Inspirational


ଶିକ୍ଷକ

ଶିକ୍ଷକ

1 min 195 1 min 195

ସମାଜକୁ ଯଦି ତୋଳିବାକୁ ଚାହଁ 

ଭିତରେ ଜାଗ୍ରତ କର ତ୍ୟାଗ ତଥା ସମର୍ପଣ 

ଶିକ୍ଷକତା ମଧ୍ୟେ ଦେଖାଦିଏ ଆଦର୍ଶର ମୋହ 

ଅଭିମନ୍ତ୍ରିତ କରେ ଭବିଷ୍ୟତକୁ ଗଢିବାର ପଣ ।

ସେହି କଳାପଟା କଳା ଦିଶେ ସିନା 

ଚହଟାଏ ଉଜ୍ଜ୍ୱଳ ହେବାର ବାସ 

ଶିକ୍ଷକ ବଞ୍ଚେ ଯେ ସମ୍ମାନ ବିନା 

ଦେଖେନା ଦିନ, ବର୍ଷ ପୁଣି ମାସ ।

ହେ ଶିକ୍ଷକ !

ତୁମେ ତ ପାଅନା ସଂସାରେ ଆଦର 

ପୁଣି ନଥାଏ ସମ୍ପତି, ଅର୍ଥ ଆଉ ବିଳାସ 

ତମେ ତଥାପି ବିନା ପ୍ରତିବାଦେ ବିଦ୍ୟା ଦାନ କର 

ନିଜ ଅବଶ ତଥା ତିମିରିତ ଜୀବନକୁ କରି ସରସ ।



Rate this content
Log in

More oriya poem from Manaswini Dash

Similar oriya poem from Inspirational