Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manaswini Dash

Inspirational

3  

Manaswini Dash

Inspirational

ଶିକ୍ଷକ

ଶିକ୍ଷକ

1 min
221


ସମାଜକୁ ଯଦି ତୋଳିବାକୁ ଚାହଁ 

ଭିତରେ ଜାଗ୍ରତ କର ତ୍ୟାଗ ତଥା ସମର୍ପଣ 

ଶିକ୍ଷକତା ମଧ୍ୟେ ଦେଖାଦିଏ ଆଦର୍ଶର ମୋହ 

ଅଭିମନ୍ତ୍ରିତ କରେ ଭବିଷ୍ୟତକୁ ଗଢିବାର ପଣ ।

ସେହି କଳାପଟା କଳା ଦିଶେ ସିନା 

ଚହଟାଏ ଉଜ୍ଜ୍ୱଳ ହେବାର ବାସ 

ଶିକ୍ଷକ ବଞ୍ଚେ ଯେ ସମ୍ମାନ ବିନା 

ଦେଖେନା ଦିନ, ବର୍ଷ ପୁଣି ମାସ ।

ହେ ଶିକ୍ଷକ !

ତୁମେ ତ ପାଅନା ସଂସାରେ ଆଦର 

ପୁଣି ନଥାଏ ସମ୍ପତି, ଅର୍ଥ ଆଉ ବିଳାସ 

ତମେ ତଥାପି ବିନା ପ୍ରତିବାଦେ ବିଦ୍ୟା ଦାନ କର 

ନିଜ ଅବଶ ତଥା ତିମିରିତ ଜୀବନକୁ କରି ସରସ ।



Rate this content
Log in

Similar oriya poem from Inspirational