STORYMIRROR

Minati Behera

Inspirational

3  

Minati Behera

Inspirational

ଶିକ୍ଷକ

ଶିକ୍ଷକ

1 min
244

ଅନ୍ଧାର ଭିତରେ ଆଲୋକ ହୋଇ 

ସମାଜରୁ ଅଜ୍ଞାନକୁ ଦିଅ ଲିଭେଇ 

ଉଠ ଶିକ୍ଷକ ହୋଇ ରକ୍ଷକ 

ଜାଳି ଦେଇ ଦୀପ ଶିଖା 

ତୁମରି କର୍ମ ରେ ଦେଶ ଭବିଷ୍ୟତ 

ଭୁଲ ନାହିଁ ଏଇ କଥା 

ଦ୍ୱିତୀୟ ଅଭିଭାବକ ଭାବେ ହୋଇ ବିଦ୍ୟମାନ 

କରିଦିଅ ତୁମର କର୍ତ୍ତଵ୍ୟ ସମ୍ପାଦନା 

ଗଢି ଦିଅ ତୁମେ ନୂତନ ଶିକ୍ଷା ସଂସ୍କରଣ 

ହୋଇ ଯାଉ ସମାଜ ରେ ବଡ ପରିବର୍ତ୍ତନ 

ତୁମରି ହାତରେ ଗଢି ଦିଅ କେତେ ଯନ୍ତ୍ରୀ, ଡାକ୍ତର, ଯବାନ 

ତୁମ ପାଇଁ ଗର୍ବିତ ଆଜିର ସଭ୍ୟତା ଏବଂ ସ୍ୱାଭିମାନ 

ଉପଯୁକ୍ତ ଜ୍ଞାନ ଦେଇ ମୋହି ନିଅ ତମେ ସଭିଁଙ୍କ ମନ

ଶିକ୍ଷକ ତୁମେ ଆମ ପାଇଁ ଦ୍ୱିତୀୟ ଭଗବାନ.. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Minati Behera

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

Similar oriya poem from Inspirational