ପାହାଡ
ପାହାଡ
1 min
244
ଦୂର ଦିଗବଳୟର ସବୁଜ ହସ୍ତୀ ସିଏ
ଦେଖିଦେଲେ ଆଖି ଝଲସି ଯାଏ
ଜୀବଜନ୍ତୁମାନଙ୍କ ଘରଟି ସିଏ
ସଭିଁଙ୍କ ମନକୁ କିଣିତ ନିଏ
ଅନେକ ଜିନିଷ ସିଏ ଦେଇଥାଏ
ଝୁଣା, କାଠ, ଫୁଲ, ଫଳ ଅନେକ
ତାରି ପାଖେ ବୁଲେ ମୁଁ ସକାଳ ଯାକ
ସୁସ୍ଥ ରଖିବାକୁ ନିଜ ଦେହକୁ
ଅନେକ ଆସନ୍ତି ପାହାଡ ଚଢିବାକୁ
ଖଣି ଖାଦାନ ପାଇଁ ସିଏ ସମୃଦ୍ଧ
ଧନିଆ ପାହାଡ ନାମେ ସେ ପ୍ରସିଦ୍ଧ ।
