STORYMIRROR

Minati Behera

Inspirational

3  

Minati Behera

Inspirational

ବୃଦ୍ଧ

ବୃଦ୍ଧ

1 min
180

ଅସୁମାରୀ ସ୍ୱପ୍ନ ଦେଖୁଥାଏ ନିଷ୍କପଟ ଆଖି ଦୁଇ 

ସତେ ଯେପରି ପୂର୍ବ ସମୟ ଫେରି ଆସନ୍ତା  

ଦୂର ଦିଗବଳୟକୁ ସେ ଦେଖି ପାରନ୍ତା 

ଥର ଥର ହାତ ଦ୍ୱୟ ଆଗକୁ ବାହାରି ଆସେ 

ଧରିବାକୁ ଅନେକ ଜିନିଷ ହେଲେ ଶକ୍ତି ପାଏନା 

ତଥାପି ସେ ବୟସକୁ ଉପେକ୍ଷା କରି 

ଆଗକୁ ବଢ଼ି ଚାଲେ କିଛି କରିକି ବାହାନା 

ଯାହାର ଭିତରେ ଅଛି ଆତ୍ମବିଶ୍ୱାସର ଘର 

ଆଖିରେ ଅଛି ଯୁବ ଶକ୍ତିର ତୀର 

ବୃଦ୍ଧ ନୁହେଁ ସିଏ ଯୋଦ୍ଧା ଆମର 

ବୃଦ୍ଧ ନୁହେଁ ସିଏ ଯୋଦ୍ଧା ଆମର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Minati Behera

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

Similar oriya poem from Inspirational