STORYMIRROR

Minati Behera

Children Stories Others

3  

Minati Behera

Children Stories Others

ମେଘ

ମେଘ

1 min
165

ଆସିଲାଣି ଶ୍ରାବଣ ମେଘକୁ ନେଇ 

ଧାରା ପୃଷ୍ଠକୁ ସେ ଦବ ଭିଜେଇ 

ଭରି ଯିବ କ୍ଷେତ ତା ଛୁଆଁ ପାଇ 

କାମ କରୁଛି କୃଷକ ମନ ଲଗେଇ

ଭରିଯାଏ ବୃକ୍ଷ ସବୁଜ ପତ୍ରରେ 

ନାଚଇ ମୟୁର ତା ତାଳେ ତାଳେ

ଖାଲ -ଖମା ପୂରି ଉଠେ ଉଛୁଳି 

ନଦୀ, ନାଳ, ଆଉ କୂଅ ପୋଖରୀ{1

ମହକି ଉଠେ ଧରିତ୍ରୀ ତା ସ୍ପର୍ଶ ପାଇ 

ଅଜ୍ଞାନ ଶିଶୁ ଖାଇଦିଏ ମାଟି ଉଠେଇ 

ଗର୍ଜନ କରଇ ଯେବେ ସେ ଆକାଶେ ଥାଇ 

ଲୁଚି ଯାଏ ବସା ଭିତରେ ବାଇଚଡେ଼ଇ 

ଗଲାପରେ ସେ ଆକାଶ ଦିଶେ ନିର୍ମଳ 

ଚାରି ଆଡେ ଦିଶେ ଖାଲି ଶସ୍ୟ ଶ୍ୟାମଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Minati Behera

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ