STORYMIRROR

Minati Behera

Others

3  

Minati Behera

Others

ଜହ୍ନ

ଜହ୍ନ

1 min
193

ଅନ୍ଧକାର ଦୂରେଇ ଆଲୋକ ଦିଏ 

ପିଲାଙ୍କ ଆଖିରେ ମାମୁଁଟେ ସିଏ 

ଶୀତଳ କିରଣ ତାର ଅତି ମନୋହର 

ସୁନ୍ଦର ଦିଶଇ ଦେଖିବାକୁ ଆହାଃ କି ସୁନ୍ଦର !


ସୂର୍ଯ୍ୟ ଅସ୍ତ ପରେ ଦିଶଇ ସିଏ 

ନକ୍ଷତ୍ର ମଧ୍ୟରେ ଗ୍ରହଟି ସିଏ 

କୁମାର ପୂର୍ଣ୍ଣିମାରେ ସେ ତ ରାଣୀ 

ପୂଜା କରନ୍ତି ତାକୁ ତରୁଣୀ ମିଳି 


ପ୍ରେମର ପ୍ରତୀକ ସିଏ ନାହିଁ ତା ଉପମା 

ଦୁନିଆ ଭିତରେ ସିଏ ଏକଇ ରମା 

ନାମ ତାହାର ଜହ୍ନ 

ଯାହାକୁ ଦେଖିଲେ ମନ ହୁଏ ଉଚ୍ଛନ୍ନ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Minati Behera

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ