STORYMIRROR

Minati Behera

Others

3  

Minati Behera

Others

ନଈ

ନଈ

1 min
230

ଚଞ୍ଚଳ ଚପଳା ରୂପ ତାହାର 

ଭରି ଦିଏ ମନେ କେତେ ଶିହରଣ 

ବିତିଛି ପିଲା ଦିନ ତାରି କୋଳରେ 

ତା ତଟରେ ଥିବା ବାଲିଘରଟିରେ 

ସକାଳ ସୂରୁଜ କିରଣ ଆସେ 

ଦେଖିବାକୁ ମୁହିଁ ତା କୂଳରେ ବସେ 

ନଈ ନୁହେଁ ସିଏ ମୋ ମାଆଟିଏ 

ତାରି ସ୍ମୃତିରେ ଦିନ କଟିଯାଏ 

ସୁନ୍ଦର ସବୁଜ ତା ଚାରିପାଖ 

ଭୋକ ଭୁଲିଯାଏ ଗଲେ ତା ପାଖ 

ମୋ ଗାଆଁ ନଈ ସେ ଅତି ସୁନ୍ଦର 

ଶବ୍ଦ ନାହିଁ ବଖାଣିବାକୁ ଗୁଣ ତାହାର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Minati Behera

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ