STORYMIRROR

Minati Behera

Inspirational Others

2  

Minati Behera

Inspirational Others

ନାରୀ

ନାରୀ

1 min
85

ନାରୀ ସଭିଙ୍କୁ କରେ ସେ ପାରି... 

ମାଆ ରୂପେ ଆସି ଶିଶୁଙ୍କୁ ଦିଏ ସେ ସ୍ନେହ ଶ୍ରଦ୍ଧା ଅସୁମାରୀ... 

ନାରୀ ସେ ତ ଦୁନିଆପାଇଁ ସ୍ୱର୍ଗର ପରି... 

ଭାଇ କାନ୍ଦିଲେ ସେ ଭଗିନୀ ହୋଇ ଆଖି ଲୁହ ପୋଛିଦିଏ... 

ସ୍ୱାମୀର ଦୁଃଖରେ ଅର୍ଦ୍ଧାଙ୍ଗିନୀ ହୋଇ ସାଥେ ସାଥେ ଚାଲିଥାଏ... 

ନାରୀ ସେ ତ ସକଳଶକ୍ତିର ସଵାରୀ..

ସବୁ ଦୁଃଖ ସହି ଅନ୍ୟ କୁ ହସାଏ 

ଯେମିତି ବ୍ୟଙ୍ଗ କବି ଟିଏ ପରି 

ନାରୀ ସେ ତ ସକଳ ପ୍ରତିଭା ଧାରୀ 

ବିପଦ ବେଳ ସେ ଆଗକୁ ବଢ଼ି ଚାଲେ 

ଯେମିତି ଦେଵୀ ପ୍ରତିମା ଟେ ପରି 

ନାରୀ ସେ ତ ସଭିଁଙ୍କ ପାଇଁ ଜରୁରୀ...।


Rate this content
Log in

Similar oriya poem from Inspirational