STORYMIRROR

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ଶିକ୍ଷାର ପ୍ରଭାବ

ଶିକ୍ଷାର ପ୍ରଭାବ

1 min
156


ଜୀବନରେ ଅଭାବ ରହିଛି ରହିବ   

ମଣିଷ ଅଛନ୍ତି ସଂସାରେ ଅତି ଗରିବ ।


ଥିଲେ ମନୁଷ୍ୟର ମଣିଷତ୍ୱ ଭାବ

କରେନି ନଷ୍ଟ କେବେ ତାର ସ୍ବଭାବ ।


ଶିକ୍ଷା ଦିଏ ସଦା ମଣିଷତ୍ୱ ଭାବ

ଅଶିକ୍ଷାରେ ନଷ୍ଟ ହୁଏ ତ ସ୍ବଭାବ ।


ଡାଲି ଭାତ ଅଣ୍ଡା ଶିକ୍ଷା କି ଦେବ

ମିଥ୍ୟା ଶିଖେଇଲେ ଫଳ ତ ପାଇବ ।


ଶିକ୍ଷା ମନ୍ତ୍ରୀଟିଏ ଜ୍ଞାନୀ ଯଦି ହେବ

ଶିକ୍ଷାର ଉନ୍ନତି କଥା ସେ ସିନା ଭାବିବ ।


ଉପଯୁକ୍ତ ଶିକ୍ଷା ପାଇଁ ଯୋଜନା କରିବ

ଶିଶୁକୁ ମୂଳରୁ ଜ୍ଞାନ ଯେପରି ହେବ ।


ହେ ମୋ ଦେଶବାସୀ ଜାଗ୍ରତ କେବେ ହେବ

ଭୁଷୁଡ଼ି ଯାଉଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡିବ ।


Rate this content
Log in

Similar oriya poem from Inspirational