Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Prabhas Kumar mohapatra

Inspirational


3  

Prabhas Kumar mohapatra

Inspirational


ଶିକ୍ଷା

ଶିକ୍ଷା

1 min 196 1 min 196

ଶିକ୍ଷା ଜୀବନର ଆଦ୍ୟ ଆବଶ୍ୟକ

ପ୍ରତି ଜନତାର ପାଇଁ l

ଖାଦ୍ୟ, ବସ୍ତ୍ର, ବାସ ମୌଳିକ ଯେପରି

ଲୋଡ଼ା ହୁଏ ତା ପାଇଁ ll


ଶିକ୍ଷା ବିନା ନର ପଶୁ ପରି ଜାଣ

ବିଦ୍ୟା ଅଟେ ମହା ଧନ l

ବିଦ୍ୟାହୀନ ନର ଜୀବନ ଅନ୍ଧାର

ଦୁଃଖରେ କଟେ ଜୀବନ ll


ପ୍ରବାସରେ ବନ୍ଧୁ ସଖା ମିତ୍ର ସିଏ

ବିପଦେ ଅଟଇ ଭାଇ l

ବିଦ୍ୟା ସମ କେହି ଦୁନିଆରେ ନାହିଁ

ବିଦ୍ୟା ଲାଭ କର ଯାଇ ll


ବିଦ୍ୟା ବଳେ ତୁମେ ବିନୟୀ ହୋଇବ

ପ୍ରିୟ ପାତ୍ର ସଭିଙ୍କର l

ପ୍ରିୟପାତ୍ର ଧନ ଉପାର୍ଜିବି ଧର୍ମ 

ଜୀବନ ହୋଇବ ସାର ll


Rate this content
Log in

More oriya poem from Prabhas Kumar mohapatra

Similar oriya poem from Inspirational