STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଶିଖ

ଶିଖ

1 min
193

ଶିଖ... ଶିଖ...ଶିଖ...ଥରେ କରିକିରିଦେଖ..

ଭଲ କଥା ମନେରଖ

ଭଲକାମ କରି ଶିଖ          

ବାପାଙ୍କ ଠୁଁ କର୍ତ୍ତବ୍ୟ ଶିଖ

ମାଆଙ୍କ ଠୁଁ ଆଦର ଶିଖ

ଭାଇ ଠୁଁ ସାହାଯ୍ୟ ଶିଖ

ସ୍ନେହ ଭଉଣୀ ଠୁଁ ଶିଖ

ଗୁରୁଙ୍କ ଠୁଁ ଜ୍ଞାନ ଶିଖ

ସାଧୁଙ୍କ ଠୁଁ ତ୍ୟାଗ ଶିଖ

ବ୍ୟବହାର ଦେବା ଶିଖ

ସେବା ମନଭାବ ରଖ

ଭକ୍ତି କରିବା ଶିଖ

ବଞ୍ଚିବା ପାଇଁ ଏ ସବୁ ଦରକାର

ସମାଜେ ଚଳିବା ଶିଖ.....

ଆରେ ଭାଇ ତୁମ ଦେହ ସରିବନି

ଥରେ ତ କରିଦେଖ..

ପାଇବ ସୁଖ ହିଁ ସୁଖ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational