Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Abstract

3  

Sanjya Tripathy

Abstract

ଶୀତରାତି

ଶୀତରାତି

1 min
112



ଶୀତରାତି ଆସିଛି: ବିଦୀର୍ଣ ପୃଥିବୀର ମୂର୍ଣ୍ଣୟୀ ମାୟାରେ

ବିବର୍ଷ ଗୋଧୂଳିର ଚିନ୍ମୟୀ ଛାୟାରେ

ବିକ୍ଷତାରୁ ବର୍ତ୍ତମାନର ବାଗୁୟୀ ବିଭାରେ ।

ଶୀତରାତି ଆସେ: ବର୍ଷା ବସଂତର ମଧ୍ୟବର୍ତ୍ତୀ ଝକାରରେ

ପ୍ରାଚୁର୍ଯ୍ୟର ଆଭାରେ- ପରିପୂର୍ଣ୍ଣତାର ବର୍ଣ୍ଣ ବିଭାରେ

ଝିକାରୀର ଝକୃତ ନିରେ- ବିୟୋଗୀତ ନାଟକର

ବେସୁର ରାଗିଣୀରେ ।

ଶୀତରାତି ଆସିବ: ପୁଷିତ ମରୁଭୂମିର ବିସ୍ତୀର୍ଣ୍ଣ

ବେଳାଭୂମିରେ

ରକ୍ତ କମଳର ରଜତ ରମାରେ

ମୃତ୍ୟୁର ହେମାଳ ସ୍ବଦନରେ

ଚିରଂତନୀ ପ୍ରକୃତନୀ ପ୍ରକୃତିର ଚିତ୍ରିତ ହିମଜଡ ସ୍ପର୍ଶରେ ।


Rate this content
Log in

Similar oriya poem from Abstract