Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumarlal Rana

Fantasy Others

4.0  

Kumarlal Rana

Fantasy Others

ଶୀତର ସ୍ୱାଗତ

ଶୀତର ସ୍ୱାଗତ

1 min
184


ଆସ ଆସ ପ୍ରକୁତି ହେ  ଶୀତ କାଳ ଧରି l

 କମ୍ପମାନ ଜାଡ  ଦେହେ ଅଛ ତୁମେ ଭରି l

ନ ବୁଝି  ଆସି ଯାଇଛ  ଶୀତର ଲହରୀ 

ଦେହ ଥରହର ଶୀତ   କମ୍ପମାନ କରି l

ବହି ଆସୁ ଅଛି ସୁଲୁ  ସୁଳିଆ ପବନ l

 ଥରହର ଶୀତରେ  କାକର ପରିପୂର୍ଣ୍ଣ l

ତା ସଙ୍ଗରେ  ରହି   ଶୀତ ଆସୁ ଅଛ ଜାଣି l

 ସକାଳ ଶୀତ  ପ୍ରକାଶ  ଅଛ ତୁମ୍ଭେ ଆଣି l

ଆସ ଆସ ଶୀତ     ହେ ପ୍ରକୁତି ସଂଗ ଧରି l

ସ୍ୱାଗତ   ଜଣାଉ ଅଛୁ ତୁମ  ଗାନ ବୋଲି 

 କମ୍ବଳ    ଚାଦର ଆମ ଗରମ ପୋଷାକ l

 ଶୀତ ପ୍ରଭାବର ଲାଭ ସୁରକ୍ଷା ରକ୍ଷକ l

 ବୃଦ୍ଧ   ଆବାଳ ବନିତା ଯେତେ ଛନ୍ତି ଲୋକ l

 ସର୍ବେ  ମହାଭୟେ ପାଉଛନ୍ତି ଅତି ଦୁଃଖ l

 ହେମ କାକର  ଶୀତରେ   ଅଛି ଦେହେ ଭରି l

 ଶୀତ ତ୍ରାଣ ବସ୍ତ୍ର ସର୍ବ ଦେହେ ଅଛି ପୁରି l

ସର୍ବେ ଦେଖ   ଘରେ ଘରେ ତାପ ନିଆଁ ଜାଳି l

ଶୀତର ପ୍ରକୋପ  କିବା କେ ପାରିବ ଭୁଲି l


Rate this content
Log in

Similar oriya poem from Fantasy