STORYMIRROR

Kumarlal Rana

Action

2  

Kumarlal Rana

Action

ଶୀତ

ଶୀତ

1 min
113

ଇ ମାଗୋ ଜାଡ ଲାଗୁଛେ ମତେ

ଥରି ଯାଉଛେ ଦେହେଁ କେତେନି କେତେ l

କଥଲି ପଟା ଉଢ଼ୀ ଦେହେଁ ଦେସୁ ଢାବି,

କେତେନି କେତେ ଜାଡ 

କମ୍ପେ ମେରୁହାଡ଼ l

କାଏଁ କରି ପାରମୁଁ ଜାଡେ ଶିତେ l

ଭଟାକେ ଗଲେ ବି ଜାଡ

ଘରେ ଥିଲେ ବି ଜାଡ l

ଗୋରସି ଅତରା ଧରେଇ ବସିଛୁ ଚୁଏଲ ତରାତି l

ହାଏ ବୁଆ କେତେ ଜାଡ 

ବାହାରି ନାହିଁ ହେବାର 

ଗରମ କୋଟ ଥିଲେ ଶୁନୁଁ ଉଡ଼ତି l


Rate this content
Log in

Similar oriya poem from Action