Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Drama Action

3  

Sunanda Mohanty

Abstract Drama Action

ଶୀତ ସଞ୍ଜ

ଶୀତ ସଞ୍ଜ

1 min
154



ଶୀତ ସଞ୍ଜ ଆସେ ଛପି ଛପି

ଭାଗବତ ଟୁଙ୍ଗୀରେ ଗପି ଗପି

ଆବାଳ ବୃଦ୍ଧ ବନିତା ହୋଇ ମେଳି

ଭାଗବତ ପଢା ଶେଷରେ ଦେଇ ତାଳି ।


ରବିବାର ଦିନ ପଡେ ଜଣେ ଜଣଙ୍କ ପାଳି

ପ୍ରଭୁଙ୍କ ସତ୍ତା ଓ ସାରସ୍ଵତ ବଖାଣି ଭଳି ଭଳି

ସୋମବାର ଶୀତ ସଞ୍ଜ ନିଆଁ ପୁଇଁ

ପୁଅପିଲା ବ୍ୟାୟାମ ଝିଅ ପୁଚି ଖେଳଇଁ ।


ମଙ୍ଗଳ ବାର ନବବଧୂ ଚା ପାନ ଭାଙ୍ଗଇ

ବୁଧବାର ଜେଜେମା ଅଙ୍ଗେଲିଭା କାହାଣୀ କହି

ଗୁରୁବାର ଭଜନ ଆସର ସତ୍ୟସାଇଙ୍କ ପାଇଁ

ଶୁକ୍ରବାର ସଂତୋଷୀ ବ୍ରତ ଆଲୋଚନା ହୁଅଇ ।


ଶନିବାର ଶନିଶ୍ଚର ମେଳା ଦାଣ୍ଡେ ହୁଅଇ

ଏକତ୍ର ବାସ ଭାଇଚାରା ପ୍ରକାଶ ଗାଁ ରେ ଥାଇ

ଶୀତ ସଞ୍ଜରେ ଗାଁରେ ମନ ଦୂରରେ ରହି

ସହରର କୋଳାହଳେ ଶୀତ ସଞ୍ଜ ନୀରବତା ଆଣଇ ।


Rate this content
Log in

Similar oriya poem from Abstract