STORYMIRROR

Priyaranjan Biswal

Abstract Romance Others

3  

Priyaranjan Biswal

Abstract Romance Others

ଶୀତ ସ୍ମୃତିରେ ପ୍ରିୟତମା

ଶୀତ ସ୍ମୃତିରେ ପ୍ରିୟତମା

1 min
198


ଶୀତ ରାତିର

ଏ ଜହ୍ନ ଆଲୁଅରେ

ପ୍ରିୟତମା

ଯଦି ଥାଆନ୍ତା ପାଖରେ

ତା' ତନୁ ଉଷ୍ମତା

ଧରି ମୋ ଅଙ୍କରେ

ମୋ ଓଠର ଛବି

ଅାଙ୍କନ୍ତି,

ତା' କୋମଳ ଓଠରେ।


ଭିଡି ଧରନ୍ତା

ମତେ ସେ ତା' ବାହୁ ବନ୍ଧନେ

ତା ଚକ୍ଷୁ ସହ

ମୋ ଚକ୍ଷୁ ମିଳନେ,

ହଜି ଯା'ନ୍ତୁ ଦୁହେଁ

ଆମ ପ୍ରେମ ରାଜ୍ଯରେ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract