STORYMIRROR

Ansuman Swain

Children

3  

Ansuman Swain

Children

ଶୀତ ସକାଳ

ଶୀତ ସକାଳ

1 min
254


ସତେ କେଡେ ମନ ଲୋଭା 

               ଶୀତ ସକାଳ 

ଅଗ୍ନିର ଉତ୍ତାପ ସତେ

              ଲାଗେ ମଧୁର

ହସ୍ତେ ଧରି ଝାଟି,ନଟା

            ହୁଅନ୍ତି ମେଳ

 ସତେ କେଡେ ମନ ଲୋଭା

                     ଶୀତ ସକାଳ.........


ସୁନ୍ଦର ଶୋଭିତ ଦିଶେ

        ଘର ଅଗଣା 

ନାନା ରଙ୍ଗେ ପ୍ରସ୍ଫୁଟିତ 

        ମନ୍ଦାର, ହେନା 

ହଜିଯାଏ ଦୁଃଖ କଷ୍ଟ 

        ଲାଗେ ସୁଫଳ

ସତେ କେଡେ ମନ ଲୋଭା

                ଶୀତ ସକାଳ .......


ସକାଳ ସୁରଜ ଏଠି

       ବୁଣେ ମୁରୁଜ 

ଭାବ ଭକ୍ତି ଭରି ଦିଏ 

      ଆମରି ଜାତ

ହସି,ହସି ବିତି ଯାଏ 

        ଆମରି ବେଳ

ସତେ କେଡେ ମନ ଲୋଭା

                ଶୀତ ସକାଳ.........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children