STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଶିବଙ୍କ ଉତ୍ସବ

ଶିବଙ୍କ ଉତ୍ସବ

1 min
146

ଯୋଗୀ ଯୋଗେଶ୍ଵରଙ୍କ ଆଜି ହୋଇବ ବିବାହ

ଜଗତରେ ଆଜି ଲାଗିଛି ଉତ୍ସାହ

ପ୍ରତି ଶିବାଳୟରେ ହୋମ ହେଉଛି

ମାଆ ପାର୍ବତୀ ସାଥେ ବିବାହ ଚାଲିଛି

ଆସ ଆମେ ଶିବଙ୍କ ସାଥେ ମିଶିବା

ଶିବଙ୍କ ବିବାହ ଦେଖି ଧନ୍ୟ ହୋଇବା

ଶିବଙ୍କ ଶୋଭା ଯାତ୍ରା ଦେଖିବା

ଶିବଙ୍କ ପାଇଁ ଆଜି ନାଚିବା

ଶିବଙ୍କ ଚରଣେ କୋଟି ପ୍ରଣତି

ଶିବ କୃପା କଲେ କଟି ଯିବ ସବୁ ବିପତ୍ତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational