STORYMIRROR

Bijayalaxmi Acharya

Inspirational

3  

Bijayalaxmi Acharya

Inspirational

ସହିବାର ସୀମା ହେଲେ ଶେଷ

ସହିବାର ସୀମା ହେଲେ ଶେଷ

1 min
26.6K


ନାରୀ ଯେବେ ମହାକାଳୀ ରୂପ ନିଏ

ପୃଥିବୀ ରସାତଳେ ସମାହିିତ ହୁଏ

ନୁହେଁ ନାରୀ ଦୁର୍ବଳା ଅଵଳା

ନୁହେଁ ସେ ଦାମିନି ନିର୍ଭୟା

ଅଟେ ସେ ମହାକାଳୀ କଙ୍କାଳି କରାଳି

ନିମିଷକେ ଭ୍ରଷ୍ଟାଚାରି ପୁରୁଷକୁ ଦେବସିଏ ବଲୀ

     ମାତା ରୂପେ ଜନ୍ମ ଦେଲା

     ଥନ ଭାଙ୍ଗି କ୍ଷୀର ଦେଇ ଅମୃତ ବରସିଲା,

ଗୁରୁହେଇ ଶିକ୍ଷା ଦେଲା, ଭଗ୍ନୀ ହେେଇ ରକ୍ଷା କଲା

ପତ୍ନୀ ହୋଇ ପ୍ରୀତି ଦେଲା, ଦୁହିିିତ। ହୋଇ

ଦୁଇ କୁୁୁଳ ରକ୍ଷା କଲା,

ଶେଷରେ ଲୋଲିତ ଚର୍ମ ନେଇ

ମଶାଣୀକୁ ଗଲା---

ବାପଘର ଏରୁଣ୍ଡିଡେଇଁ ଆସିଥିଲା ଶାଶୁଘର

କର୍ମ ଧର୍ମ ସାରିି ଚାଲି ଗଲା 

ଏରୁୁୁଣ୍ଡିଡେଇଁ ସମନପୁୁର,,,,

     ଧିକାର ପୁରୁୁୁଷ ତତେ

     ସବୁ ସୁଖ ପାଇ ସବୁ ସୁୁୁଖନେଇ

     ରାଜ ରାସ୍ତ ଗଣ ଦୁୁଷ୍କର୍ମ କରୁ ତୁ ବାରବାର

      ସହିିିିବାର ସିିମା ହେଲେ ଶେଷ

ମା' ଭଗ୍ନୀ ପତ୍ନୀ ଦୁହିତା ସବୁକିଛି ଛ।ଡି

ମହାକାଲି ରୂପ ନେେଇ

ରେ ଦୁୁଷ୍କର୍ମକାାରି ପୁରୁଷ !!!!!

କରିିିଦେବ ତୋର ସର୍ବ ନାଶ".....।

ବିଜୟଲଷ୍ମୀ ଆଚାର୍ଯ୍ୟ (ବିଜୁ)

ଫୋନ.....7873041750


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational