STORYMIRROR

Goutam Mohanty

Abstract

2  

Goutam Mohanty

Abstract

ଶେଷ_ଉକ୍ତି

ଶେଷ_ଉକ୍ତି

1 min
184


ହେ ପ୍ରେମପକ୍ଷୀ

ଉଡିଯାଅ ଦୂରେ ମନା ନାହିଁ

ପାଶୋରିବ ନାହିଁ କଥା ଏତିକି

ଶିକାରୀ ଏବେ ପ୍ରବଳ ହେଲେଣି

ସବୁଠି ବସିଛି ପରା ଅଠା କାଠି


ଯଦି କେବେ ଦୈବାତ ଫନ୍ଦିଯାଅ

ଖୋଜିବନି ଆଉ ପୂର୍ବର ମୁକ୍ତ-ପଞ୍ଜୁରୀ

ମୁଁ ଏବେ ମଶାଣିରେ ଘର ତୋଳିଛି

କି ଅଛି ତାରେ ପ୍ରୟୋଜନ ମୋର

ଲାଭ କଣ କୁହ ପଞ୍ଜୁରୀ ତିଆରି କରି              


Rate this content
Log in

Similar oriya poem from Abstract