Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Priyadarsini Das.PriYa❤️

Tragedy

2  

Priyadarsini Das.PriYa❤️

Tragedy

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
179



କିଏ ପ୍ରେମ ରେ ହାରିଯାଏ,

କିଏ ଜିତିଯାଇ ମଜିଯାଏ ,


ମୁଁ କିନ୍ତୁ ଜାଣିନି ,

ପାଇଲି ଅବା ହାରିଲି ,

କିନ୍ତୁ ଚାଲିଛି ଆଗେଇ ,


ନା ପାଇବାର ଇଚ୍ଛା ଅଛି ,


ନା ହରେଇବାର ଦୁଃଖ ,


ବାସ୍ ମନରେ ଏକ ନିଷ୍ପତ୍ତି

ଶେଷ ନିଷ୍ପତ୍ତି ।



କେବଳ ଆଗେଇ ଯିବାର ,

କିଛି ନୂଆ ସ୍ବପ୍ନ ଦେଖିବାର ,


ଆଉ

ଆଜିର ସମୟ ରେ ବଞ୍ଚିବା ରେ ।


Rate this content
Log in

Similar oriya poem from Tragedy