STORYMIRROR

BANITA SAHU

Abstract

2  

BANITA SAHU

Abstract

ଶେଷ ଇଚ୍ଚା

ଶେଷ ଇଚ୍ଚା

1 min
247

ଜାଣିନି ମୁଁ ମୋର ଇଚ୍ଛା ପୂରଣ ହେବ କି ନାହିଁ

ମୋର ଏହି ଶେଷ ମୂହୁର୍ତ୍ତଟି 

ମୋ ମାଁ କୋଳରେ ରହି ଶେଷ ନିଶ୍ବାସ ତ୍ଯାଗ କରିବାକୁ

ଚାହେଁ

ହେଲେ କଣ ମୋର ଏହି ଇଚ୍ଛା ପୂରଣ ହେବ ତ

ମନଟା ବ୍ଯାକୁଳ ହେଉଛି

ଭାରି ବ୍ଯସ୍ତ ଲାଗୁଚି କାରଣ ମୋ ମାଁ ଏପ୍ରର୍ଯ୍ଯନ୍ତ ମୋ ପାଖରେ ପହଞ୍ଚି ନାହାନ୍ତି

ମନରେ ଭଗବାନଙ୍କୁ ଆନ୍ତରିକତା ସହ ପ୍ରାର୍ଥନା କଲି

ହଠାତ୍ ଦେଖିଲା ବେଳେ ମୋ ମାଁ ମୋ ପାଖରେ ଅଛନ୍ତି

ମୁଁ ଆଜି ଭାରି ଖୁସି

ଭଗବାନଙ୍କୁ ମୋର କୋଟି ପ୍ରଣାମ

ମୋର ଇଚ୍ଚାକୁ ପୂରଣ କରିଛନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract