STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଶଦ୍ଦ ଅପଚୟ

ଶଦ୍ଦ ଅପଚୟ

1 min
41


ମନ ମଧ୍ୟରେ ଗୁଞ୍ଜରିତ

ଅବ୍ଯକ୍ତ ଅନେକେ ଶବ୍ଦର

ପରିପ୍ରକାଶର ମାଧ୍ୟମ ଭାଷା

ଭାଷା ମୌଖିକ ଲିଖିତ ଦୁଇଟି

ସୀମାରେଖାରେ ଆବଦ୍ଧ

ଭାଷାକୁ ନିଜ ମନ ସରୋବରେ ପ୍ରସ୍ଫୁଟିତ ପଦ୍ମ

ତୋଳି ନେଇ ଆବେଗିକ

ସୂତ୍ରରେ ବାନ୍ଧି ଭାବକୁ ପରିପ୍ରକାଶ କଲାବେଳେ

ସଠିକ ବର୍ଣ୍ଣ ସଂଯୋଜିତ

ଶବ୍ଦର ପ୍ରୟୋଗ ଅପଭ୍ରଶଂରୁ

ସୃଷ୍ଟି ଭାଷାର ଅପଚୟ

ଭାଷା ର ଅପଚୟ 

ବାସ୍ତବିକ ସ୍ବର ବର୍ଣ୍ଣ

ବ୍ୟଞ୍ଜନ ବର୍ଣ୍ଣ ସୁଚାରୁ ରୂପେ ପ୍ରୟୋଗ ନହୋଇଲେ

ଆବେଗିକ ସଂଯମକୁ ସଠିକ

ଵାକ୍ଯ ଓ ଭାବ ଧାରାରେ

ସଂପୃକ୍ତ କରି ପାରିଲେ

ଅମି ଯାଏ ଶବ୍ଦର ଅପଚୟ

ମୁଖରୁ ନିସୃତ ବର୍ଣ୍ଣ

ଦନ୍ତରୁ ନିସୃତ ତାଲବ୍ଯରୁ

ନିସୃତ ବଣ୍ଣ ମୁର୍ଧନ ଉଚ୍ଚାରିତ

ବର୍ଣ୍ଣ ସଠିକ ବ୍ଯବହାର ଶବ୍ଦରେ

ନ ହୋଇଲେ ଘଟି ଥାଏ

ଶବ୍ଦର କଳଙ୍କିତ ଅପଚୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational