STORYMIRROR

Gitanjali Pujapanda

Romance

3  

Gitanjali Pujapanda

Romance

ଶବ୍ଦହୀନ ପ୍ରେମ

ଶବ୍ଦହୀନ ପ୍ରେମ

1 min
221

ଆଖି ଯେବେ କଥା କୁହେ ଓଠ

ଶବ୍ଦ ଶୂନ୍ୟ ହୋଇଯାଏ।


ନୀରବତା ଭାବ ଭଙ୍ଗୀ କୁ ଆଖି

ଅତି ସହଜ ରେ କହି ଦିଏ ।


ବିନା ଏକ ଶବ୍ଦ ରେ ହୃଦୟର 

ସବୁ ଭାବନା କୁ କରେ ପ୍ରକାଶ ।


ଆଖି ହିଁ ଏକା ସାକ୍ଷୀ ଶବ୍ଦ ହୀନ 

ପ୍ରେମ ପରିଭାଷାର ।


ଯାହା ସବୁସମୟ ରେ ସତ କୁହେ 

ବାକି ସବୁ ଯାହା ଡାହା ମିଛ ।


ପ୍ରକୃତପ୍ରେମ ଶବ୍ଦ କୋଷ ରେ ନ ଥାଏ 

ଶବ୍ଦ ରାଗ ରୁଷା ଅଭିମାନ ର।


ଖାଲି ଥାଏ ସମର୍ପଣ ର ଏକ ଭାବ 

ଯାହା ଶବ୍ଦ ଶୂନ୍ୟ କିନ୍ତୁ ସେହ୍ନ ପୂର୍ଣ୍ଣ।


କିଛି ଅକୁହା କଥା ଯାହା ଓଠ କହିପାରେ ନାହିଁ

ତାହା ଆଖି ଦିଏ ସହଜେ କହି।


ଆଉ ଶବ୍ଦ ଶୂନ୍ୟ ପ୍ରେମକୁ କରେ

ଅତିସୁନ୍ଦର ଜୀବନ୍ତ ଚିତ୍ର ମନର ।


କାନ ଭତ୍ସ ରେ ଯାହା ସହଜରେ 

ହୁଏ ଚିତ୍ରିତ ତାର ଏକା ତାର ପ୍ରତିଛବି

ଯାହା ମନରୁ ଲିଭେଇବା ବଡ଼ କଷ୍ଟ।


Rate this content
Log in

Similar oriya poem from Romance