STORYMIRROR

Sunanda Mohanty

Drama Others

3  

Sunanda Mohanty

Drama Others

ଶବ୍ଦ ର ଗନ୍ତାଘର

ଶବ୍ଦ ର ଗନ୍ତାଘର

1 min
355

ନିରବତା ଯେବେ ଝଡ ହୁଏ 

କିଛି ତ କାରଣ ଥାଏ 

ସେଇ କାରଣଟା ଦୁଃଖ ନା ସୁଖର 

କହି କି ପାରିବ କିଏ 

ନିରବତାର ବି ଭାଷାଥାଏ 

ବୁଝିବାକୁ ଲୋଡ଼ା ମନଟିଏ 

ନିରବତା ଶବ୍ଦ ସମାହାର 

କିଏ କରେ କାଇଁ ଗଳାହାର ତାକୁ 

କାହାର କଣ ଯାଏ 

ଦେଖିଶୁଣି ଆଜି ମଣିଷ ବେଭାର 

ବିଚାର ଆଚାର ପ୍ରକୃତି ସତ୍ୱର 

ନିରବି ଯାଇଛି ମୋ ସ୍ୱର 

ସେଇ ନିରବତା କହେ କେତେ କଥା 

ବୁଝିବାକୁ ଫୁରୁସତ ଅଛି କାର? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama