STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଶୈଶବ

ଶୈଶବ

1 min
110

ଫେରି ଆସନ୍ତା କି ହଜିଲା ଅତୀତ 

ସେ ବାଲିଘର ଖେଳ, ସେ ଶୈଶବ 

ମୁଁ ସେମିତି ପାଲଟିଯାନ୍ତି 

ଅବୁଝା ଶିଶୁଟିଏ.....

ନିଷ୍ପାପ ମନଟା....

ପୁଣି ସ୍ବପ୍ନ ଦେଖେ ଯେବେ 

ନୂଆ ସକାଳ ର 

ମନେ ପଡେ ଶୈଶବ 

ସେ ପିଲା ଦିନ 

ବାଲି ଘର ଖେଳ 

ପୁନଶ୍ଚ ସକାଳ.............


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

Similar oriya poem from Abstract