STORYMIRROR

Nirupama Tarai

Classics Fantasy

3  

Nirupama Tarai

Classics Fantasy

ଶାଶୁଘର

ଶାଶୁଘର

1 min
166


ଶାଶୁଘର ମୋର ଦୂରଦୂରାନ୍ତର

ବାପଘର ନୀଳକନ୍ଦର

ବେଳେବେଳେ ଆସେ ଅଶାନ୍ତ ଜୁଆର,

ବେଳେବେଳେ ଆସେ ଢେଉ ।



ଶାଶୁ ଅଟେ ମୋର ଚଳଚଞ୍ଚଳା

ନଣନ୍ଦ ଅଟେ ଦୂଶୀଳା

ଶଶୁର ଅଟନ୍ତି ଆମ ଗୁରୁଜନ,

ସଭିଙ୍କର ପୂଜ୍ୟ ସମାନ ।


ସ୍ବାମୀ ଯେ ଅଟନ୍ତି ଭାରି ସ୍ବାଭିମାନି

ନଥାଏ ତାଙ୍କ ର କଥା କଳ୍ପନା

ଦିଅର ମୋର ଅତି ଆପଣାର

କୂଳରେ ମଉଡ ମଣୀ।


କରୁଥାନ୍ତି ମୋତେ ଝିଅ ଭଳି,

ବସାନ୍ତି ଆନନ୍ଦେ ମେଳି।

ରହିଥାଉ ଆମେ ଏକ ପରିବାର,

ହେଉଥାଏ ସଦା ଜନଗହଳି।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics