STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ଶାଶ୍ୱତ

ଶାଶ୍ୱତ

1 min
94

ପକ୍ଷୀ ର ଶାବକ ଉଡୁଥିଲେ ଆକାଶରେ

ପୁତ୍ର ପିତାଠାରୁ ଶିକ୍ଷାରେ ଥିଲେ ଆଗରେ

ଝିଅ ମାଆଠାରୁ ବୁଦ୍ଧି ବିବେକରେ ଆଗ

ଛାତ୍ରଛାତ୍ରୀ ରହି ଉଚ୍ଚ ପଦବୀରେ ବାଗ

ଶିକ୍ଷକର ଶିକ୍ଷା ସଫଳ ହୁଅଇ ସେଠି

ନିଜହାତଗଢା ମୁରତିକୁ ରଙ୍ଗ ଛାଟି

ଠିକ ବି ସେମିତି କୃଷକର ହାତକଳା

ସୁଯଳା ସୁଫଳା ଶସ୍ୟ ରେ ଭରା ଖଳା

ମଲା ମଣିଷର ଅଙ୍ଗ ରୋପଣ କରି

ଚିକିତ୍ସକ ଦିଏ ଜୀବନ ରୋଗୀକୁ ଭରି

ଦେଶର ଉର୍ଣ୍ଣତି ଜନତାଙ୍କ ପାଇଁ ନେତା

ଚୌକିଦାର ପରି ଜଗିରହି ଦେଶ ମଥା

ସୈନିକ ସେହି ମାଟିକୁ ମୁଣ୍ଡରେ ମାରି

ରକତ ଦେବାକୁ ପଡିବ ଯିବନି ହାରି

ଶାଶ୍ୱତ ପ୍ରେମରେ ଜୀବନ ମୂଲ୍ୟ ଦେଲେ

ସୁନ୍ଦର ଦିଶେ ଫୁଲସବୁ ଫୁଟୁଥିଲେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract