STORYMIRROR

Debadatta Jena

Comedy Romance Fantasy

3  

Debadatta Jena

Comedy Romance Fantasy

ସେଫଟି କୁଇନ...

ସେଫଟି କୁଇନ...

1 min
264


ତୁ ରାଗିବୁ କହିନି କା’କୁ ହାଇ ତୁ'ମୋ ସ୍ବୀଟି ଭାଲେଂଟାଇନରେ,

ସବୁ ଥରକ ତୋ'କଥାରେ ଭଂଗିନି କେବେ

ତୋ'ଜବର ଆଇନରେ,

କହିବୁ ଯଦି ଛାତି ଚିରିକି ଦେଖେଇ ଦେବି

ହୋଇଯିବୁ ତୁ'କାଇଲିରେ,

ନ'ହେଲେ ନାଇଁ କହିବୁ ଯଦି ପାନ ପତ୍ରରେ

କରିଦେବି ମୁଁ ସାଇନିରେ..!

ଗୋଲାପୀ ସିନା ଦେଖୁଚୁ ମତେ

ଗୋଲାପ ରଂଗ ମାଖିନିରେ,

ଖଟିରେ ସିନା ଦେଖିଲୁ ମତେ ୱାନ ଫୋର ଥ୍ରୀ

ପ୍ରପୋଜ ଜମା କା'କୁ କରିନିରେ,

ବାସୁଛି ସିନା ଫାଇଭ ଷ୍ଟାର, କ୍ୟାଡ଼ବରୀ ହେଲେ,

ଚୁଇଁଗମ୍ ଜମା ଖାଇନିରେ,

ଲିପ୍ସ ଟୁ ଲିପ୍ସ, ଛୁଇଁ ନାଇଁ ମୁଁ, କାହିଁ ରାଗି କହୁ

ଏତେ ମିଠା ଆଉ ଚଖାନିରେ..!

କେଣ୍ଡି ବିଅର ଶୋଇ ଥିଲାକି ମୋ ପାଖେ ଆସି

କାଇଁ ମନେ ମୋ ଜମା ପଡୁନିରେ,

ଆଲବମରେ ମାରିଥିଲା ତୀର କିଏ ମୁଁ ତ କାହିଁ

କେବେ ଦେଖିନିରେ,

ଦେଖିଲୁ ଯେବେ ଆଉକା ଛବି, ଚିଡୁଛୁ ଏତେ

ତାକୁ ମୁଁ ବୋଧେ ଚିହ୍ନିନିରେ,

ଦେବୁ ତ ଦେ, ସ୍ଲାପ, କିକ ଦେ, ପରଫ୍ୟୁମ ବୋଳି

କରି ଦେ କନଫେସନରେ,

ସବୁ କୁଇନ ପରି କହିଦେ, ତୁ ପରା ମୋ ଶ୍ରୀଫ୍

ଭାଲେଣ୍ଟାଇନରେ,

ତୋ କଥାରେ ନଟ ନାହିଁ, ବଟ କିଂତୁ,

ହୁଆଟ ମାନେ କଣରେ,

ଜାଣେ ନାହିଁ ମୁଁ , ଆମେ ତ ଓଲୁ ସବୁ କହିଲୁ,ଆଉ

ତୁ କହିବୁ କଣରେ..?

ବ୍ରେକ ଅପରେ ଆଣ୍ଟି ଭାଲେଣ୍ଟାଇନ ଵନିବୁ ଯେବେ

ଆସନ୍ତା ଟ୍ୱେଣ୍ଟି ୱାନରେ..!



Rate this content
Log in

Similar oriya poem from Comedy