STORYMIRROR

Goutam Mohanty

Abstract

2  

Goutam Mohanty

Abstract

ସେଇ_ଜଣେ

ସେଇ_ଜଣେ

1 min
373

ବିଚିତ୍ର ବେଦନାରେ

ମୁଁ ଅସ୍ତବ୍ୟସ୍ତ

ଯେଉଁ ସ୍ୟାହିରେ

ଲେଖୁଥିଲି ମୋ କାହାଣୀ

ତାହା ଏବେ ହୁଏନା ଆଉ

ବଜାରରେ ଉପଲବ୍ଧ


ମୁଁ ଟାଇଟାନିକ ରେ ବୁଡ଼ି

ସେଦିନୁ ହଜେଇଛି ମୋ ପ୍ରେମ

ତୁମେ ନୂତନ ସ୍ପର୍ଶରେ ମାତି

ଅତ୍ୟୁଚ୍ଚ ଶିଖର ଛୁଉଁଚ

ଚଢି ପ୍ରେମର ମଙ୍ଗଳଯାନ

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract