STORYMIRROR

Parameswar Ojha

Tragedy

3  

Parameswar Ojha

Tragedy

ସେଦିନର ହୋଲି

ସେଦିନର ହୋଲି

1 min
367


ହୋଲି ପାଇଁ କବିତାଟେ ଲେଖିବି ଭାବିଲି

ହେଲେ ପାରିଲିନି


ସଭିଏଁ କହିଲେ କବିଟେ ତୁ

ଲେଖି ପାରିବୁନୁ ଗୋଟେ କବିତା

ହୋଲି କୁ ନେଇ ?


ମୁଁ କହିଲି ନା ପାରିବିନି


ହେଲେ କାହିଁକି ?


ମୋ ଆଖିରୁ ଦୁଇ ଟୋପା ଲୁହ

ଝରି ପଡ଼ିଲା


ମୁଁ କହିଲି


ଆଜିର ଦିନରେ ହିଁ ମୋ ପ୍ରିୟା

ମୋ ଠୁ ଦୂରେଇ ଯାଇଥିଲା


ମୁଁ ତା ସହ ଖେଳିବା ଆଗରୁ


ତା ରକ୍ତରେ ‌କର୍କଟ

ଖେଳି ସାରିଥିଲା ଖେଳ

ବହୁ ଦିନ ଆଗରୁ ।


ପରମେଶ୍ବର ଓଝା .


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy