STORYMIRROR

Balaram Barik

Crime Inspirational

2  

Balaram Barik

Crime Inspirational

ସେ କୁନିଝିଅ

ସେ କୁନିଝିଅ

1 min
100


ସେ ବେଟିର ଅର୍ଗାନ କାଟି।

ପୋଡିପାଡି ଦେଲେ ପୋତି।

କେଣେ ଗଲ ରେ ଶିକ୍ଷିତ ?

କ୍ୟାଣ୍ଡେଲ ମାର୍ଚ୍ଚ କାହିଁକି ଆଉ କରୁ ନାହଁତ !!!


ଦେଖ ଧନ୍ୟ ମୋର ଏ ଦେଶ।

ଅଟେ କ୍ଷମତାଶାଳୀର ବସ।

ଆଇନ କାନୁନ ଚରେ ଘାସ ।

ବେଟି ବଞ୍ଚାଇବା ନାରା ଶୁଣି ଲାଗେ ହସ !!!


କବି ଲେଖକ କଲମ ନୀରବ।

ଅଧା ମିଡ଼ିଆ ହାଉସ ନିଶବ୍ଦ।

କେହି ମାଗୁ ନାହାଁନ୍ତି ଜବାବ।

ଲାଗୁଛି ମୋ କଳ୍ପିତ ରାଜତନ୍ତ୍ର କରିବ ସବୁ ସମ୍ଭବ !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime