STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ସଦ୍ଭାବନା

ସଦ୍ଭାବନା

1 min
113

କିଏ କହେ ଛାତ୍ର ଓ ଶିକ୍ଷକ ସମ୍ପର୍କ ଆଜି ଭୁଲୁଣ୍ଠିତ, କିଏ ବି ଦେଖି ଶୁଣି ହୁଏ ଆଚମ୍ବିତ. ମୁଁ କିନ୍ତୁ ଭାବୁଛି ଆନ୍ତରିକତା ର ସ୍ୱର ଏବେବି ଜୀବିତ. ଅମଳିନ, ବାସ୍ତବ ଓ ଶାଶ୍ୱତ. କିଛି କରିବା ପାଇଁ କରେଇନେବା ପାଇଁ ଗାନ୍ଧିଜୀ ନାଁହାନ୍ତି ସତ, ହେଲେ ପ୍ରତ୍ୟକ ପ୍ରାଣ ରେ ଆଜିବି ଉଜ୍ଜୀବିତ, ସେ ଆଉ କିଛି ନୁଁହ, ଅହିଁସା ର ମନ୍ତ୍ର.

ଟିକେ ତଳେଇ ଭାବତ, କାହାକୁ ବିକଳ ଲାଗେନାହିଁ ଦୁଃଖି ଦରିଦ୍ର ଅସହାୟ ମଣିଷ ର ଦୁଃଖ, କାହାର ହୃଦୟ ଥରାଇ ଦିଏନା ଶିଶୁ କନ୍ୟା ହେଲେ ଭୁଲୁଣ୍ଠିତ.କାହାକୁବା ଭଲ ଲାଗେ ଶୁଣି ବାକୁ ସହିବାକୁ ନାରୀ ଅବା ପୁରୁଷ ର ନିଯ୍ୟାତିତ, ବିଦେଶ ରେ ଯଦି କେହି ହୁଏ ଅତ୍ୟାଚାରିତ ଅବା ଯୁବାବସ୍ଥା ରେ ଝିଅ ଅବା ପୁଅ ପାଗଳ ହୋଇ ବୁଲେ ଯେବେ ଅମଡ଼ା ସେ ପଥ.

କିଛିଲୋକ କରୁଛନ୍ତି ଗୋଳମାଳ ସତ, ତାଙ୍କୁ ଜଗେଇବାକୁ ପ୍ରସାରିବା ହାତ, ଗାନ୍ଧୀ ସିନା ନାଁହାନ୍ତି ଅଛିତ ତାଙ୍କ ଅସ୍ତ୍ର, ଥରେ ଜାଗିଉଠ ବାରେ ହେ ମାନବ ଶ୍ରେଷ୍ଠ, ହୋଇକି ଜାଗୁରିତ, ମୂଲ୍ୟ ରହୁ, ଅବକ୍ଷୟ ନ ହୋଇ ମୂଲ୍ୟବୋଧ, ଶ୍ରେଷ୍ଠ ଆମ ଗଣତନ୍ତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract