STORYMIRROR

Sunanda Mohanty

Inspirational

2  

Sunanda Mohanty

Inspirational

ସଚ୍ଚା ଶୀର ଉଚ୍ଚା

ସଚ୍ଚା ଶୀର ଉଚ୍ଚା

1 min
130

ଲୋକଟି ଗରିବ ହେଲେ ସଚ୍ଚା 

ପାଇଥିବା ଧନ ଫେରେଇବା ଇଚ୍ଛା 

ପିନ୍ଧିଥିଲା ମଇଳା ଲୋଚାକୋଚା 

ମନ ଥିଲା ବୃନ୍ଦାବନ ହୃଦୟଟା ସଚ୍ଚା 

ଥାନା ଯାଇ କହି ଫେରାଏ ସୁନା ବିଛା 

ଥାନା ବାବୁ ନିଷ୍ଠୁର କୁହନ୍ତି ରହ ବଚା 

କୋଉଠୁ କରିଛୁ ଚୋରୀ ପାନେ ଦେବା ଆଛା 

ଅଦୃଶ୍ୟ ଶକ୍ତି ଆଗେ ସମେସ୍ତେ ତ ତୁଚ୍ଛା 

ପ୍ରମାଣ ମିଳିଲା ଗରୀବ ଥିଲା ଭାରି ସଚ୍ଚା 

ସେହିଦିନଠୁ କନେଷ୍ଟବଳ ପଦବୀରେ କଲା ଚୋର ପିଛା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational